STORYMIRROR

ଲିମନ ଦିଦି

Others

3  

ଲିମନ ଦିଦି

Others

ପୋଷ୍ଟ ବାହାରିଛି

ପୋଷ୍ଟ ବାହାରିଛି

1 min
355


ମାତ୍ର ଗୋଟିଏ ପୋଷ୍ଟ

ମୋ ପାଇଁ ଇମ୍ପୋଟାଣ୍ଟ ମୋଷ୍ଟ

ବୟସ ନୋ ଲିମିଟ

ସମୟ ଫ୍ରେବୃୟାରୀ ଥାଟୀ

ଯୋଗ୍ୟତା ନୋ ବାର

କାମ ଟିକେ କେୟାର

କାଳିଆ କରିବ ଇଣ୍ଟରଭ୍ୟୁ

ମୋ ହୃଦୟ ହେଉଛି ଭେନୁ

ଯଦି ଅଛି କିଛି ଡାଉଟ

କାଳିଆକୁ କର କଣ୍ଟାକ୍ଟ

ସମୟ ନିରବ ଟାଇମ

ଯୋଗ କରିବାଟା ପ୍ରାଇମ ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍