STORYMIRROR

Sudhashree Bhattamisra

Others

3  

Sudhashree Bhattamisra

Others

ପଙ୍କ

ପଙ୍କ

1 min
144

ପଙ୍କ ଏବେ ନୁହେଁ ପାପର

ପଙ୍କ ଏବେ ସବୁ ବୁଝି ମଧ୍ୟ

ମଣିଷର ଅବୁଝାପଣିଆର

ପଙ୍କ ଏବେ ମଣିଷର

ଅନୈତିକ କାରବାରର

ପଙ୍କ ଏବେ ମଣିଷର

ଅମଣିଷତ୍ୱର

ପଙ୍କ ଏବେ ଜୀବନ ଯନ୍ତ୍ରଣାର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ