STORYMIRROR

Rajat Kumar Nayak

Others

2  

Rajat Kumar Nayak

Others

ପଖାଳ

ପଖାଳ

1 min
13.5K


ଶାଗ ପଖାଳ ରେ ପେଟ ପୁରୁଥିଲା 
ତୋରାଣି ରେ ମେଣ୍ଟେ ଶୋଷ  
ଓଡ଼ିଆ ଜାତି ର ଗର୍ବ ଏ ପଖାଳ 
ମିଶିକି ଖାଇବା ଆସ ......
ସେ ପୋଡା ଇଲିଶି ର ବାସ  
କାହିଁକି କେଜାଣି ଲାଗୁଛି  ଏମିତି 
ସେ ପରମ୍ପରା ଆଜି ଶେଷ .....

          (ରଜତ)


Rate this content
Log in