STORYMIRROR

Pramod Kumar Jena

Others

3  

Pramod Kumar Jena

Others

ଫୁଲ୍ ଗ୍ୟାରେଣ୍ଟି

ଫୁଲ୍ ଗ୍ୟାରେଣ୍ଟି

1 min
279




ଚୁଡା ଗୁଡ ସାଙ୍ଗେ ଗୋଟେ କଦଳୀ

ବାରିପଦା ମୁଢି ନଡିଆ ନାଳି


ଚକୁଳି ଏଣ୍ଡୁରି ଆରିସା ପିଠା

ଏପଟୁ ସେପଟୁ ପକା ଦୁଇଟା

କିଛି ନ ମିଳିଲେ ପଖାଳ ଶାଗ

ଆମ୍ବିଳି ତୋରାଣି ଚଟଣି ପାଗ


ଆମ ଜଳଖିଆ ଖାଇକି ଭାଇ

ପଡିବନି ଘରେ ବିମାର ହୋଇ


(କଣ) ଚମକି ଦେଖୁଛି ଆଖି ତରାଟି

(ବୁଝିଲ) ଫୁଲ୍ ଗ୍ୟାରେଣ୍ଟି ଭାଇ ଫୁଲ୍ ଗ୍ୟାରେଣ୍ଟି



Rate this content
Log in