Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

shaikh mozahid mahatab

Others

3  

shaikh mozahid mahatab

Others

ଫଗୁଣ ଆସିଛି:

ଫଗୁଣ ଆସିଛି:

1 min
243


ଫଗୁଣ ଆସିଛି ବୋଲି

ଉଲ୍ଲାସ ମନରେ କୋଇଲି ବିହରେ

କୁହୁ ତାନ ଗୀତ ଗାଇ,

ଧନ୍ୟ ତା' ଜୀବନ କରମ ତାହାର

ସଭିଙ୍କୁ ଆନନ୍ଦ ଦେଇ ।୧।


ଫଗୁଣ ଆସିଛି ବୋଲି

ଏ ଫୁଲରୁ ସେ ଫୁଲ ଭ୍ରମର ଉଡି

ବୁଲେ ମତୁଆଲା ହୋଇ,

ଗୁଣୁଗୁଣୁ କରି ମଧୁ ସଞ୍ଚୁଥାଏ

ଏ ସାରା ଦୁନିଆଁ ପାଇଁ ।୨


Rate this content
Log in