STORYMIRROR

Reeta aparajeeta Mohanty

Others

3.8  

Reeta aparajeeta Mohanty

Others

ଫେରିବାକୁ ତ ହେବ

ଫେରିବାକୁ ତ ହେବ

1 min
410


ମୋର ବା କଣ ହେଇପାରିବ ?

ବର୍ଷ ପରେ ବର୍ଷ ଏମିତି ବିତିବ

ଆଖିରେ ଆଉ ସ୍ୱପ୍ନ ନଥିବ

ମନରେ ଆଉ ଆଶା ନଥିବ

ଗୁହାରି କରି ଆସେନି

ପ୍ରାର୍ଥନା କରି ଆସେନି

ସେଇ କଥାର ତୁମେ ସୁଯୋଗ ନେଉଛ

ହେଲେ ମୋର ସେଥିକୁ ଖାତିରି ନାହିଁ।

ନିମନ୍ତ୍ରଣ ମିଳୁଛି ଯେତେବେଳେ

ମୁଁ ବା କାହିଁକି ମନା କରିବି.....??

ଏମିତି ମହାନ ଲୋକଙ୍କୁ

କିଏ କେମିତି ମନା କରିପାରିବ

ସମସ୍ତେ ଫେରନ୍ତି ମୁଁ ବି ଫେରିବି

ଏଥିରେ ବଡ଼ କଥା କଣ ଅଛି ....?

ହେଲେ ଏ ସାରା ସହର ଟା

ମୁହଁ ଫୁଲେଇ ବସିଛି।

ଧାନ କେଣ୍ଡା ,ଝାଉଁବଣ ,ଅପରାଜିତl ର ଲଟା

ବୋଧେ ପ୍ରଖର ଖରା ପରେ

ସେମାନେ ସମସ୍ତେ ଗୋଟିଏ ବର୍ଷା ର ଅପେକ୍ଷା ରେ।



Rate this content
Log in