STORYMIRROR

pranati Mahapatra

Others

4  

pranati Mahapatra

Others

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
273


ଫୁଲ ଓ ଚନ୍ଦନ, ଭାଇଭଉଣୀ ବନ୍ଧନ

ରେଶମୀ ଡୋର ତ ଖାଲି ନୁହେଁ

ପବିତ୍ର ବନ୍ଧନ।

ଭାଇର ସୁରକ୍ଷା ଆଉ ଭଉଣୀର ରକ୍ଷା

ଅନ୍ତରର ବିଶ୍ୱାସ ଓଭରସାର ବନ୍ଧନ।

ଏ ପବିତ୍ର ବନ୍ଧନ।

ଭାଇ ଭଉଣୀ ଭିତରେ ଅତୁଟ ମମତା

ଜଣେ ଦୁଃଖି ଥିଲେ ଆନ ଦୁଃଖେ କହେ କଥା,

ରକ୍ଷାର କବଚ ରକ୍ଷାର ବନ୍ଧନ।

ଏ ପବିତ୍ର ବନ୍ଧନ।

ପୁରାଣରେ ଅଛି ଲେଖା ଏହି ଗାଥା

ଭାଇଭଉଣୀଙ୍କ ସେନେହ ମମତା

ଦେବ ଯକ୍ଷ ନର ଯାଏ ସଭିଙ୍କ ଭିତରେ

ରହିଛି ରହିବ ଏହି ମମତା ବନ୍ଧନ।

ଏ ପବିତ୍ର ବନ୍ଧନ।






Rate this content
Log in