STORYMIRROR

Ranjan Kumar Brahma

Others

3  

Ranjan Kumar Brahma

Others

ପାଠ ଦେଖାଏ ବାଟ

ପାଠ ଦେଖାଏ ବାଟ

1 min
372

 ବିଦ୍ୟା ସମ ନୁହେଁ ଧନ

ଧନରେ ! ମନ ଉଣା କରନା 

ତରାଜୁରେ ସବୁ ତୂଳା

ବିଦ୍ୟା କେବେଯେ ତୁଳେନା ।।


ବେଳଥାଉ ଧରି ରଖେ

ଏକଦା ଭଲ ସାଥୀଟିଏ ହେବ 

ଗଣିବୁରେ ସବୁବେଳେ 

ଯେବେ ସବୁ ତୁଳା ଯାଉଥିବ ।।


ଶୋଭିବୁ ଜନ ମାନସେ

ଯେପରି ତାରା ମଧ୍ୟେ ଧ୍ରୁବ 

ନହେଲେ ଶୋଭା ପାଇବୁ

ଯେପରି ବଗ ମଧ୍ୟେ କାକ ।।


ମନରଖି ପାଠ ପଢ଼

ନହୋଇ ଆଦଉ ବିଚଳିତ

ତୋର ଶ୍ରମ ନିଷ୍ଠା ଦିନେ

ନିଶ୍ଚେ ଦେବ ସୁଖ ଦଉଲତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍