STORYMIRROR

Sunanda Mohanty

Others

3  

Sunanda Mohanty

Others

ପାହାଡ଼

ପାହାଡ଼

1 min
220

ପାହାଡ଼ ହୁଅ ପର୍ବତ ହୁଅ ଅବା ହୁଅ ଅବା ତୁମେ ଗିରି 

କିଏ ହେବ ଶୀଳା ଗମ୍ଭୀର ନିନାଦ, କୁହ କିଏ ସରି 

ତୁମ ଭିତରେ ଅନେକ ଧର୍ଯ୍ୟ ସ୍ୱପ୍ନ ଅସୁମାରୀ 

କିଏ ଦୂରୁ ଦେଖି ପଢେ ତୁମକୁ କିଏ ବସେ ମନମାରି 

ତୁମ ଶିଖରକୁ ଯାଏ ଯିଏ ଆକାଶ ଛୁଇଁଲା ପରି 

ତୁମେ ଜଳ ଅବା ଜାଳ ଆହେ ଆଗ୍ନେୟଗିରି 

ବଜ୍ର କଠିନ ହେଲେ ତୁମ ପରି ବହିହେବ ସଂସାର ତରୀ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍