Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Others

4.8  

Ranjan Kumar Brahma

Others

ପାଦପ କଥା

ପାଦପ କଥା

1 min
369



ଚାଣକ୍ୟ ଲେଖିଲେ ସେ ଦିନ

ମନ ଦେଇ ଶୁଣ ସୁଜନ

   ପୂଜିଵ ପାଦପ ପୟରେ ।

ଫୁଲ ଫଳ ପଛେ ନ ଥାଉ 

ପତ୍ର ଛାୟା ବାୟୁ ସେ ଦେଉ 

   ବଞ୍ଚି ବଞ୍ଚାଇବ ଯତ୍ନରେ ।।୧।।


ବିଜ୍ଞାନ କଥାକୁ ସୁମରି 

ସାବଧାନ ହୁଅ ନର ନାରୀ

   ଗଢ଼ା ସମ ଭାଁଗେ ଧରଣୀ ।

ଶୂନ୍ୟରେ କାଟି ପଦା କଲେ

ପର୍ଯ୍ୟାବରଣ ହିଁ ବଦଳେ 

ହୁଏ, ଡହଳ ବିକଳ ଚଳଣି ।।୨।।


ସାକ୍ଷୀ ଆମ ବେଦ ପୁରାଣ 

ସବୁଠି ରହିଛି ଆଖ୍ୟାନ 

   ମୋଠି ବିଜେ ଦେବା ଦେବୀ ।

ଲାବାନ୍ୟ ବେଶରେ ସଜେଇ

ମୋର ଆତ୍ମ କଥା କହନ୍ତି 

  ଓଷା ଵ୍ରତାବଳୀରେ ବୁଝାଇ ।।୩।।


ବାସ ଖାଦ୍ୟ ଉଷ ବସନ

ସକଳ ପ୍ରାଣୀଙ୍କ ଜୀବନ

   ରଖେ ମୁଁ ଶରଣ ଦେଇ ।

ସଭିଙ୍କୁ ଆଗକୁ ଏପରି

ପର ଉପକାରେ ସର୍ବଦା

   ପାଳୁଛି ପାଳିବି ସଜାଇ ।।୪।।


Rate this content
Log in