ଓମିକ୍ରନ
ଓମିକ୍ରନ
1 min
204
କରୋନା ଭୟରେ ଭୟଭୀତ ସଭିଏଁ
କେତେବେଳେ କରୋନା ଡେଲଟା
ଆଉ ଓମିକ୍ରନର ଭୟ
ହାତେ ମାପି ଚାଖଣ୍ଡେ ଚାଲିବାରସମୟ
ଆସିଛି ଆଜି ସଭିଙ୍କ ପାଇଁ
ଭୋଜି ଭାତ, ବାହାଘର
ସାଙ୍ଗ ସାଥୀ ମେଳ ସବୁ ବାରଣ
ମୃତ୍ୟୁ ଭୟ ସମସ୍ତଙ୍କୁ
ଅଥୟ କରୁଛି ଆଜି
ହାତରେ ସାନିଟାଇଜେର
ମୁହଁରେ ମାସ୍କ ଆଜିକାଲି ଫେସନ
ଓମିକ୍ରନର ଭୟରୁ ରକ୍ଷା ପାଇବାର
ସର୍ବୋତ୍ତମ ଉପାୟ ।
