STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ନୂଆଖାଇ

ନୂଆଖାଇ

1 min
13.9K


ମାଘ ଗଲା

ଫଗୁଣ ଗଲା

ଅଏଲ ଭଡ ମାସ

ଆମ ଆରଲାଗି ଆଜିର ଦିନଟା ହଇଛେ ଭାରି ଖସହ

ନୂଆ ଧାନର ନୂଆ ଚୁଡା ସଂଗେ ଗୁଡ଼ ଘି

ବର୍ଷ କେ ଥରେ ଆୟେସି ଆମର ନୂଆ ଖାଇ

ଦାଦା , ବଡୁ ଭାଇ ମନନଙ୍କୁ ମୋର ନୂଆଖାଇ ଜୁହାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍