STORYMIRROR

Jesu christ Muduli

Others

5.0  

Jesu christ Muduli

Others

ନିଛକ ଅନୁଭୂତି

ନିଛକ ଅନୁଭୂତି

1 min
7.8K


ପାହିଛି ରଜନୀ
ହେଇଛି ସକାଳ
ଉଛୁର ହେଲାଣି ବେଳ
ଉଠିବି ଉଠିବି
ଯେତେ ମୁଁ ଭାବୁଛି
ବାହାରୁ ନି ମୋ କମ୍ବଳ
ହଠାତ୍ କମ୍ପିଲା
କାନ ଯନ୍ତ୍ର ମୋର
ଖସିଗଲା ମୋ କମ୍ବଳ
ଛଟପଟ ମନ ତଳ
ଶୀତରେ ଦେହ ହେମାଳ
ତଥାପି ଉଠିଲି
ଆଖି ମଳି ମଳି
ମୋବାଇଲ ଦେଖିଲି
କିଏ ମୋର ପ୍ରିୟ
ଅବା କେଉଁ ବନ୍ଧୁ
ଦେଇଛି ଶୁଭ ଖବର
ମୁଁ ବି ଲେଖିଲି
ଜଣାଉଛି ବନ୍ଧୁ
ତୁମକୁ "ଶୁଭ ସକାଳ"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍