STORYMIRROR

Sunanda Mohanty

Others

3  

Sunanda Mohanty

Others

ନିବେଦନ ମୋ ଏହି

ନିବେଦନ ମୋ ଏହି

1 min
18


କୁଆଡେ ଯାଆନା ଓଡିଶା ଭାଇ 

ପ୍ରବାସୀ ହୁଅନା ଥରକୁଥର ଯନ୍ତ୍ରଣା ନେଇ 

ଏଇଠି ରହିଛି ଅନେକ କାମ 

ଓଡିଶା ମାଟିରେ ପା ତୁମରି ଜନ୍ମ

ଫୁଲ ଚାଷ କର ଛତୁ ଚାଷ କର 

ମାଟି ମାକୁ ଭାବ ନିଜର 

ଗଡିଆ ପୋଖରୀ ଖୋଳରେ ଭାଇ 

ରାସ୍ତା ଘାଟ ପରିଷ୍କାର କରିବା ସାଙ୍ଗ ହୋଇ 

ମାଛ ଚାଷ କର ଗୋପାଳନ କର 

କୁକୁଡ଼ା ଚାଷ କର,ଜୀବନଜୀବିକା ପାଇବୁ ତୋର 

ଆଖି ଖୋଲି ଥରେ ନିଜ କଳକାରଖାନା ଖୋଲ ଏଥର 

ଆଉ ପ୍ରବାସୀ ହୁଅନା ଭାଇ ମୋହର 

ତମରି ଶ୍ରମକୁ ପାଥେୟ କରି 

ସବୁ ହାତମୁଠା ଏକାଠି କରି 

ଦେଖେଇଦିଅ ଜୀବନ ଜୀବିକା ସବୁ ତୋହରି 

ତୁମେ ହିଁ ଶାସକ ତୁମେ ସରକାର 

ବୁଝିଯାଆ ଭାଇ ମୋହରି 

ସମୃଦ୍ଧି ତୁମରି ହାତରେ,ଏ ସନ ରଜ କହେ 

ମାଆ ଭୂଦେଵୀ ମାଆ ବସୁମତୀର ଲୁହେ 

ରହିଯାଅ ଭିଟା ମାଟି ଏହା ହିଁ ଚାହେଁ

ଜନ୍ମ ଭୂମି ଯିଏ କର୍ମ ଭୂମି ସିଏ,ଚିହ୍ନି ଯା ତୁହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍