STORYMIRROR

Sunanda Mohanty

Children Stories Thriller Children

3  

Sunanda Mohanty

Children Stories Thriller Children

ନାତୁଣୀ

ନାତୁଣୀ

1 min
416

ଦେଢ଼ ବରଷର ଜମା 

ପିନ୍ଧେନାହିଁ ସିଏ ଜାମା 

ହାଲୋ ହାଏ କରେ 

କହେ ଫୁ ଭୋ ହମା 

ଆଜା ଆଜା ଡାକ ତାର 

ମନ କିଣି ନିଏ ଆମର 

ନାତୁଣୀଟା ଭାରି ଦୁଷ୍ଟ 

ଟିକିଏ କଥାରେ ରୁଷ୍ଟ 

ଜିଦି କରୁଥାଏ ଖାଲି 

ମାମା ପାପା ଡାକେ ଖାଲି 

ଜୋତା କୁ ପପ, 

ଫୋନକୁ ଫୋ 

କୁକ କୁ ଭୁ ହମା କୁ ଭୁ 

ଦେହରେ ଲାଗୁନି ଜମା 

ହାଏ ସୁର ଟିକେ ଅନା 

ଏ ବି ସି ମିଶାଇ କହେ 

କୋଉ ଜିନିଷ ପରାୟେ 

ଏଵେ ଏଵେ ଚଢି ଗାଡି 

ଥରକୁ ଥର ଉଠି ପଡି 

କାନ୍ଦି କାନ୍ଦି ମୁଁହ ନେଫେଡ଼ି 

ସହି ପାରେ ନାହିଁ ମୁଁ ଆଇବୁଢ଼ୀ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍