STORYMIRROR

Bela Bhumi

Others

2  

Bela Bhumi

Others

ମୁହୂର୍ତ୍ତ କୁହୁଳି ଜଳେ.….

ମୁହୂର୍ତ୍ତ କୁହୁଳି ଜଳେ.….

1 min
2.9K


ମୁହୂର୍ତ୍ତ କୁହୁଳି ଜଳେ.….
**************
ସମୟର ମିମିକ୍ରିରେ
ପାଉଜିର ରୁଣୁଝୁଣୁ
ନିରୀହ ପତଙ୍ଗ ପରି
ଜଳୁଛି ଯା' ଜାଣୁ ଜାଣୁ,
ପ୍ରତିଟି ଆହଟ ମୋର
ଶବ୍ଦେ ନିଏ ରୂପାନ୍ତର
ଖାଲି ଟିକେ ସ୍ପର୍ଶ ପାଇଁ
ସୃଷ୍ଟି ହୁଏ କବିତାର,
ପ୍ରେମଟା ଉଦବିଗ୍ନ ଏଠି
ଜୀଇଁବାଟା ସାତପର
ମୁହୂର୍ତ୍ତ କୁହୁଳି ଜଳେ
ତୁମ ନାମ ବାରମ୍ବାର ।।
ତପନ ଦୀକ୍ଷିତ(ବେଳା ଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍