STORYMIRROR

Akshayakumar Dash

Others

3  

Akshayakumar Dash

Others

ମୁଗୁରା

ମୁଗୁରା

1 min
265

ହିଡ କାଟି ମାହାରା

ତଳକୁ ଗଡୁଛି ପାଣି

ବସିଛି ରତ୍ନାକରର ମୁଗୁରା

ଲାଞ୍ଜ ବାନ୍ଧିଛି

ଜଳ ଜୀବ ଖସିଯିବାର ବାଟନାହିଁ

ରାତିଦୁଇପ୍ରହର ବେଳେ

ମୁଗୁରା ଆଣିଛି

ଲାଞ୍ଜ ଫିଟେଇ ଝାଡ଼ିଦେଇଛି

କରାଣ୍ଡି,ବାଲିକିରା, ତୋଡି,

ଧଣ୍ଡ ଝଡିପଡି ମୁଗୁରାରୁ ଛଟପଟ ହେଉଛ

ରତ୍ନାକର ଖୁଣ୍ଟି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash