ମୋକ୍ଷ !
ମୋକ୍ଷ !
![](https://cdn.storymirror.com/static/1pximage.jpeg)
1 min
![](https://cdn.storymirror.com/static/1pximage.jpeg)
29
ମନୁଷ୍ୟ ଜୀବନ
ଦୁର୍ଲ୍ଲଭ ଜୀବନ
କିଏ ପଟାନ୍ତର,
ନାହିଁ ତୁଳନାର
ସତ୍ୟ ଧର୍ମ କର୍ମ
ଭକ୍ତି ପ୍ରେମ ପ୍ରୀତି,
ତ୍ୟାଗ ବଳିଦାନ
ପଥ ମନୁଷ୍ୟ !
ମୁକ୍ତି ପଥ ପରା
ଦ୍ବାର ଯେ ମୋକ୍ଷର
କର୍ତ୍ତବ୍ୟ ଭୂଷିତ,
ଜ୍ଞାନରେ ଜଡ଼ିତ
ସେବାରେ ତତ୍ପର
ଭକ୍ତି ଟି ରାଷ୍ଟ୍ରର,
ପିଣ୍ଡିରେ ସଞ୍ଚାର
ମୋକ୍ଷ ଅବଶ୍ୟ !!
ଭକ୍ତି ନିସ୍ବାର୍ଥର
ସୂକ୍ଷ୍ମ ଜ୍ୟୋତିଙ୍କର
ପିତୃମାତୃ ସେବା,
ଗୃହସ୍ଥା ଧର୍ମର
ଅତିଥି ସତ୍କାର
ରାଷ୍ଟ୍ରୀ ପ୍ରେମ ହୃଦେ
ସତ୍ୟ କର୍ମ ଜ୍ଞାନ
ଜୀବନ ମୁକ୍ତି !
କରେ ଟି ସୁଗମ
ବୈକୁଣ୍ଠର ପୁର,
ପ୍ରଭୁ ନିରାକାର
କରିଣ ଆଦର
ପବିତ୍ର ଆତ୍ମାକୁ
ଦିଅନ୍ତି ଟି ସ୍ଥାନ
ପ୍ରଭୁ ନିଜ ପୁର
ମୋକ୍ଷର କୀର୍ତ୍ତି !!