ମୋ ସ୍ତ୍ରୀ ମୋ ଘର ର ଅନ୍ନପୂର୍ଣ୍ଣା
ମୋ ସ୍ତ୍ରୀ ମୋ ଘର ର ଅନ୍ନପୂର୍ଣ୍ଣା
1 min
153
ସ୍ତ୍ରୀ ଟିଏ ସେ
ଘରର ଲକ୍ଷ୍ମୀ ପରା ସିଏ
ଆମ ପୁରା ଘରକୁ ବାନ୍ଧି ରଖିଛି
ତା ମମତାର ଡୋରରେ
ତା ସ୍ନେହର ବନ୍ଦନରେ
ଛୋଟକୁ ସ୍ନେହ -ଆଦର
ବଡ଼ମାନଙ୍କୁ ଭକ୍ତି ଦେବାରେ ହେଳା କରେନି,
ସ୍ୱଳ୍ପ ରୋଜଗାର ମୋର
ସେ ଅର୍ଥରେ ବଡ଼ ସୁରୁଖୁରୁରେ
ମୋ ଘର ଚଳେଇଦିଏ
ମୋ ଘର ରୋସେଇ ଅନ୍ନପୂର୍ଣ୍ଣା ।
