STORYMIRROR

Sukanti Hotta

Others

3  

Sukanti Hotta

Others

ମୋ କପାଳ

ମୋ କପାଳ

1 min
231

ଟଙ୍କା ଧରିକରି ହାଟକୁ ଗଲି

ପରିବା କିଣିବାକୁ

ଘରଣୀ ତାଲିକା ବଢ଼ାଇ ଦେଇଛି

ଛାତି ମୋ ଦୁକୁଦୁକୁ

ମନ ମୋ ସୁକୁସୁକୁ

ଧନ ଅଳପ ଗରୀବ ଲୋକ

ଘରଣୀର ମୋର ଉଦଣ୍ଡ ରୂପ

ପିଲାଛୁଆଙ୍କର ନିତି ଜିନିଷ

ପକେଟ ଅଣ୍ଡାଳି ଦେଲି

ଦରଦାମ ଦେଖି ମନରେ ଭାବିଲି

କାହିଁକି ଜନମ ହେଲି

ପ୍ରେମ ପାଇଁ ତ୍ୟାଗ କରିବାକୁ ହେବ

ପାଣି ଢୋକେ ପିଇଦେଲି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍