ମୋ ଜନନୀ ଜନ୍ମଭୂମି
ମୋ ଜନନୀ ଜନ୍ମଭୂମି
1 min
252
ମୋ ଜନନୀ ଜନ୍ମଭୂମି ଭାରତ ଯା'ର ନାଁ
କୋଳରେ ଯାର ଜୀବନ ଗଢା
ଜୀବନେ ସେ ମୋ ସହ ମୋ ଜନନୀ
ବୁକୁରେ ଯାର ଶ୍ୟାମଳ ଶିରୀ
ହରିତ କ୍ଷେତ କାନନ ଗିରି
ସରଗ ଠାରୁ ମୋ ପାଶେ ବଡ
ସେଇ ମୋ ମାଟି ମାଆଟି
କୋଳରେ ଶିର ମୋହର ଯଶ ଯାହାର
ନିରାଟେ ବହେ ଆନନ ତାର
ସରଗ ଠାରୁ ମୋ ପାଶେ ବଡ
ସେଇ ମୋ ମାଟି ମାଆଟି।
