ଅନେକ ଯାଏ ଜନମ ମୋର
ଅନେକ ଯାଏ ଜନମ ମୋର
1 min
217
ଅନେକ ଯାଏ ଜନମ ମୋର
ସେ ମୋର ଜନମ ଭୂଇଁ
ସନ୍ତାନ ତାର ନିର୍ଭୀକ ବୀର
ବିଜୟ ଟୀକା ଘେନି ମୁହିଁ
ଆଶିଷ ମୋର ଧରମ
ସତ୍ୟ ମୋର କରମ
ଶାନ୍ତି ମୋର ଗୁରୁ ମନ୍ତ୍ର
ହିଂସା ଜାତକେ ନାହିଁ
ଭୋଗରୀ ହାକରେ ଯେବେ
ଚିନ୍ତା ନାହିଁ ଲବେ
ଜନମ ମରଣ ଆଗଭର ହେବି
ଜୟ ଜୟ ଭାରତ ଗାଏ ।
