ଦିବ୍ୟ ଭାବନା ଶୁଭ କାମନା
ଦିବ୍ୟ ଭାବନା ଶୁଭ କାମନା
1 min
115
ଦିବ୍ୟ ଭାବନା ଶୁଭ କାମନା,
କାର୍ଯ୍ୟର ଆଧାର ଆମ ନିତ୍ୟ ସାଧନା
ଭିନ୍ନ ଭାଷା ଭିନ୍ନ ଜାତି
ବିଭିନ୍ନତା ର ଭାବ ଭରନ୍ତି
ଦୁରକରି ହୃଦେ ଭାରି ଏକା ରାସ୍ତା କଳ୍ପନା।
ସୁଖ ଦୁଃଖ ଶତ୍ରୁ ମିତ୍ର
ସୃତି ଏକା ଭାବ ଏକା
ଏକା ଇତିହାସ ଏକା ସଂସ୍କୃତି ଓ ପ୍ରେରଣା,
କାର୍ଯ୍ୟର ଆଧାର ଆମ
ଏକା ମାତୃଭୂମି ଭକ୍ତି, ଏକା ମନ୍ତ୍ର ତନ୍ତ୍ର ନିତି
ଏକା ଗୀତ, ଏକା ଉପାସନା
କାର୍ଯ୍ୟ ଆଧାର ଆମ ।
