STORYMIRROR

Pradeep Kumar Mohanty

Others

2  

Pradeep Kumar Mohanty

Others

ଏ ମାଟି ଛୁଇଁ ଶପଥ କର

ଏ ମାଟି ଛୁଇଁ ଶପଥ କର

1 min
267

ଏ ମାଟି ଛୁଇଁ ଶପଥ କର

ଏହାର ଧୂଳି ମୁଣ୍ଡରେ ମାର,

ସୁନାଠୁ ବଳି ଏ ମାଟିରେ

ମୋ ଜନ୍ମଭୂଇଁରେ ମାଟିରେ ।

ଏହାର ଧୂଳି କଣାଟି ପାଇଁ

ୟାରୀ ରକତେ ବୁହାଏ ନଈ

କୋଟି ମୁଣ୍ଡ ଯାଇଅଛି କୋଟିରେ

ମୋର ଜନ୍ମଭୂଇଁ ମାଟିରେ

ଏହାର ତୁଳ କିଏ ସେ ହେବ

ଜଗତ କୋଳେ ନାହିଁ ନଥିବ

କିଏ ପାରେ ଏହା ମାୟା କୋଟିରେ

ମୋ ଜନ୍ମଭୂଇଁରେ ମାଟିରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍