STORYMIRROR

Banali Dash

Others

2  

Banali Dash

Others

ମୋ' ଝିଅ'

ମୋ' ଝିଅ'

1 min
394



ଜନମିନୁ ସିନା ଗରଭୁ ମୋହର'

ଝିଅ' ବୋଲି ସଦା ଭାଳେ,

ପୁଅ କଢ଼େଇ ତୁ ମାଆ' ଲାଗି ମୋର',

ତେଣୁ ତୋ' ସ୍ଥାନ ଉଚ୍ଚ ରେ।

ସମସ୍ତ ଙ୍କୁ ସଦା ଦେଉଥାଉ ସୁଖ,

ତୋ' ସାଧ୍ୟ ମୁତାବକ

ଅମୂଲ ମୂଲ ତୁ' ଜାଣିଥା' ଝିଅ',

ଦେଇଛୁ ପରସି ସୁଖ।

ଦେଇପାରିନାହିଁ କିଛି ଆଜିଯାଏଁ,

ତୋ' ସୁନା ମନ କୁ ଜାଣି

ଆଗକୁ ବି କିଛି ପାରିବି କି ଦେଇ,

ନିଜେ ନିଜେ ହୁଏ ଗୁଣି।

କେତେ ଲାଗିଥାଉ ମନ ପ୍ରାଣ ଢାଳି

ଆମେ ଟିକେ ହସୁଁ ବୋଲି,

ଜନମ ଦିନେ ତୋ' ମାଗୁଣି ଏତିକି

ସୁଖ ବଇଭବ ତୁ' ଲଭେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍