STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ମୋ ଘର

ମୋ ଘର

1 min
229

ଯେଉଁଘର ଆଗରେ ସୁନ୍ଦର ଘାସର ଗାଲିଚା

ବଡ଼ ଦୋଳି ଟାଙ୍ଗା ଥିବ

ସେଇ ଘରକୁ ମୋ ଘର କହି ହୁଏନି

ଯେଉଁଠି ମୋର ପିଲାଛୁଆ ଓ ସମସ୍ତେ ଅଛନ୍ତି

ସେଇ ହେଲା ମୋ ପାଇଁ ମୋ ଘର

ହେଉ ପଛେ ଝାଟିମାଟି ର ମୋ ପାଇଁ

ସ୍ଵର୍ଗ ଠୁ ସୁନ୍ଦର

ଏଇଠି ମୋ ପୁଅର ପ୍ରଥମ ମା ଡାକ

ଏଇଠି ଶଂଖ ମହୁରି ବଜେଇ ବାହା ହେଇ

ମତେ ଏଇ ଘର ହିଁ ଭଲ ଲାଗେ

ମୋ ଶେଷ ନିଶ୍ୱାସ ତ୍ୟାଗ କରବାକୁ ଚାହେଁ ଏଇ ଘରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍