Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Children Stories

3  

PUSPALATA SAHOO

Children Stories

ମୋ ଦେଶ

ମୋ ଦେଶ

1 min
180



ମହାନ ମୋ ଦେଶ 

ମହାନ ଏ ମାଟି 

ମହାନ ତାହାରି ଗାଥା 

ଇତିହାସ ଯାର 

ଗୌରବ ମୟ 

କହିଯାଏ କେତେ କଥା 

ଏଇ ଦେଶରେ 

ଜନମି ଥିଲେ 

କେତେ ମହାନ ନେତା 

ନିଜ ବଳିଦାନ 

ଦେଇ ଦେଶ ପାଇଁ 

ରଖି ଗଲେ ଯଶ ଗାଥା 

ଗାନ୍ଧୀ ନେହେରୁ 

ଜୟୀ ରାଜଗୁରୁ 

ସୁଭାଷ ବୋଷ ପରି 

ଅନେକ ବୀର 

ଜନମି ଦେଶେ 

ଘଉଡ଼ାଇଲେ ଅରି 

ହିମାଳୟ ଯାର 

ମୁକୁଟ ପରି 

ଶୋଭା ବର୍ଦ୍ଧନ କରେ 

ନୀଳ ସାଗର 

ଚରଣ ନିତି 

ଧଉତ ଯାର କରେ 

ସେଇ ମାଟିରେ 

ଜନମ ଲଭି 

ନିଜକୁ ଭାବେ ଧନ୍ୟ 

ତାହାରି ମାନ 

ମହତ ଲାଗି 

ରଖିବି ମୋର ପଣ !!



Rate this content
Log in