STORYMIRROR

ଲିମନ ଦିଦି

Others

3  

ଲିମନ ଦିଦି

Others

ମୋ ବାୟାଟା

ମୋ ବାୟାଟା

1 min
163

     

ବାଦଲ ରାଗିଲେ କ'ଣ

ଧରିତ୍ରୀ ବଞ୍ଚିବ ?


ପଙ୍କ ରାଗିଲେ କ'ଣ

ପଦୁଅଁ ଫୁଟିବ ?


ମାଆ କହିଦେଲେ କ'ଣ

ପୁଅ ରୁଷିଯିବ ?


ତୁ ପରା ମୋର ଅବୁଝାଟା

ତୁ ରୁଷିଲେ କି

ଏ ଦେହ ସହିବ !


ବାୟା ,ପାଗେଳା, ଅଝଟିଆ ମୋର

ଆଉ ରୁଷିବୁନି

ମୁରୁକି କି ଟିକେ ହସିଦେବ ?


        

        


Rate this content
Log in