Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Others

5.0  

Ranjan Kumar Brahma

Others

ମୋ ବାବା

ମୋ ବାବା

1 min
256



ବାବା ମୋର କେତେ ଭଲ

ପେଣ୍ଠକୁ ବୁଲାଇ ନିଅନ୍ତି ।

ଯାତ ଦେଖିବାକୁ ସାଙ୍ଗରେ ଗଲେ

ଦୋଳିରେ ଝୁଲାଇ ଦିଅନ୍ତି ।।


ଚକ୍ଲେଟ୍ ଆଇସ୍ କ୍ରିମ୍ ଖେଳନା କିଣି

ମୋତେ ଆଣି ସିଏ ଦିଅନ୍ତି ।

ମୋର ଖୁସି ଦେଖିଲେ ସିଏ

ଖୁସି ହୋଇ ସାଥେ ଡ଼ି଼ଅନ୍ତି ।।


ଗଣିତ ଜାଣିଲେ ଜଗତ ଜିଣିବା

ଏହାକୁ କାନରେ କହନ୍ତି ।

ସଭିଙ୍କ ସାଥିରେ ମିଶି ଗାଉଥିଲେ

ଛାତିକୁ ଫୁଲେଇ ଦିଅନ୍ତି ।।


ବାବା ବୋଉ ଆମ ଦେବତା ସମାନ

ମାନୁ ଥିବା ତାଙ୍କ ବଚନ ।

ଆଶୀର୍ବାଦେ ତାଙ୍କ ଆମର ଉନ୍ନତି

ଏହା ହିଁ ବେଦ ଆଉ ବିଜ୍ଞାନ ।।


Rate this content
Log in