STORYMIRROR

Sudhashree Bhattamisra

Others

3  

Sudhashree Bhattamisra

Others

ମନ

ମନ

1 min
245

ମନ ଭଳି ଏମିତି ଚିଜ ନାହିଁ

ମନ ଏକ 

ଲଗାମଛଡା ଘୋଡାଟିଏ

ମନ ଏମିତି ରୂପରେଖଟିଏ

ଯଦି ଛବି ଭଳି 

ଅଙ୍କିଥାନ୍ତି 

ଆଙ୍କି 

ହୋଇଯାଏ

ମନ କିନ୍ତୁ ଲଗାମଛଡା

ମନ ଭଳି ଏମିତି ଚିଜ ନାହିଁ

ଥରେ ଯଦି ଗଢି ଦିଏ

ଗଢି ହୋଇଯାଏ ପ୍ରାସାଦଟିଏ ଭଳି

କିନ୍ତୁ ମନ 

ନା ଆଙ୍କିଛି

ମନ କିନ୍ତୁ 

ପଢି ହେଇଯାଏ

ଭିନ୍ନ କିନ୍ତୁ ସବୁରି ମନ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ