STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମନ ଯା'ତୁ ବୃନ୍ଦାବନ

ମନ ଯା'ତୁ ବୃନ୍ଦାବନ

1 min
269


ରେ ମନ, ଯାଆ ଯାଆ ତୁ ବୃନ୍ଦାବନ

କର ଦର୍ଶନ ନବଘନ କୃଷ୍ଣ ମୋହନ

ରାଧା କୁଣ୍ଡ ଶ୍ୟାମ କୁଣ୍ଡ ଗିରି ଗୋବର୍ଦ୍ଧନ,,


କୁଞ୍ଜ କାନନ ସୁନ୍ଦର ଚିତ୍ର ନିଧିବନ

ମୟୂର, କପୋତ,ଶୁକ, ଶାରୀ ଙ୍କ କୁଜନ

ନିତ୍ୟ ପୂଣ୍ୟ ରାହାସ ରାଧା କୃଷ୍ଣ ମିଳନ

ରେ ମନ, ଯାଅ ଯାଅ ତୁ ବୃନ୍ଦାବନ ।।


ବାଙ୍କେ ବିହାରୀ ବାଙ୍କ ମୟୂର ଚୁଳଧାରୀ

ବନଫୁଲ ଗୁନ୍ଥା ମାଳି ପାଟ ପିତାମ୍ବରୀ

ବଂଶୀ ଧାରୀ କି ସୁନ୍ଦର କରି ପରିଧାନ,,


ଯୋଗୀ, ମୁନି ଋଷି ଗଣ କରୁଛନ୍ତି ଧ୍ୟାନ

ଉଚ୍ଚାରି ରାଧା କୃଷ୍ଣ କରନ୍ତି ସଂକିର୍ତ୍ତନ 

ନାଦେ ଗଞ୍ଜରି ଉଠେ ବୃନ୍ଦାବନ,”କାନନ”

ରେ ମନ, ଯାଅ ଯାଅ ତୁ ବୃନ୍ଦାବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍