STORYMIRROR

Sukanti Hotta

Others

3  

Sukanti Hotta

Others

ମନ ମୋହର ଗରୀବ ନୁହେଁ

ମନ ମୋହର ଗରୀବ ନୁହେଁ

1 min
143

ନାହିଁ କୋଠା ଗାଡି ଧନ ସମ୍ପତି ସ୍ୱାଭିମାନେ ମୁଁ ବଞ୍ଚିଛି l

ହୃଦୟ କୋହକୁ ଆଖିର ଲୁହକୁ ବୁକୁରେ ଛୁପାଇ ରଖିଛି l

ଦୁଃଖସୁଖରେ ମୋର ସଂସାରଟି ପ୍ରଭୁଙ୍କ କୃପାରୁ ଚାଲିଛି l

ଗରୀବ ବୋଲି ଲୋକଙ୍କ ମୁଖରୁ କେତେ ଅପବାଦ ଶୁଣିଛି l

ମୋର ଗଣ୍ଠିଧନ ମୋର ସବୁକିଛି ତା ପାଇଁ ମୁଁ ପରା ଲଢ଼ୁଛି l

ମନ ମୋହର ଗରୀବ ନୁହେଁ ଓଠରେ ହସ ଧରିଛି l

ପ୍ରକୃତି ତାଣ୍ଡବ ପାଖେ ହାର ମାନିନି ମୁଁ ସଂଘର୍ଷ ଜୀବନ ଜୀଉଁଛି l

କର୍ମ ମୋ ଜୀବନ ମାଟି ମୋ ସନମାନ ମାଟି ସଙ୍ଗେ ମୁଁ ଲଢ଼ୁଛି l


Rate this content
Log in