STORYMIRROR

Chittaranjan Lenka

Others

2  

Chittaranjan Lenka

Others

ମମତା ଡୋରୀ

ମମତା ଡୋରୀ

1 min
14.2K


ହେ ଭାଇ ଭଉଣୀ   ନିରିଖେଇ ଥରେ

ଏ ଟିକି ଝିଅକୁ ଚାହଁ

ନୁହଁଇ ଏ ମୋର   ନିଜ ଘର ପିଲା

ନାହିଁ ବି ରକତ ଖିଅ

 

ଦେଖିଦେଲେ ମୋତେ  ହସେ ଖିଲିଖିଲି

ଦୁଃଖ ମୁଁ ଦିଏ ପାଶୋରି

ବିଶ୍ୱାସ କର ବା    ନ କର ହେ ବନ୍ଧୁ

ଏହା ହିଁ ମମତା ଡୋରୀ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in