STORYMIRROR

Santosh Pattnayak

Others

2  

Santosh Pattnayak

Others

ମି ଠୁ

ମି ଠୁ

1 min
13.3K


ଧର୍ମ ହେଲେ ନାଶ ମିଳେନି ପୀୟୂଷ

ବଢଇ ଦେଶେ ଶୋଷଣ

ସମ୍ପର୍କ ନିର୍ବିଶେଷରେ କେବଳ

ଘଟେ ଦୈହିକ ମିଶାଣ...।

ପଦ ପଦବୀଟା ମୂଳ ଭାବି ଯଦି

ତେଜିଲ ଲଜ୍ଜ୍ୟା ଭୂଷଣ

ଚର୍ଚ୍ଚାକୁ ଆଦରି ପଛରେ କିମ୍ପାଇଁ

ମାରୁଛ ଫମ୍ପା ଭାଷଣ....।

ହଟିବ କେମିତି ନିଶାଣ

ଅଦାଲତ ଏବେ ତୁମ ସପକ୍ଷରେ

ବରିନିଅ ମି ଠୁ କଷଣ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍