STORYMIRROR

Pratima Das

Others

1  

Pratima Das

Others

ମି ଠୁ

ମି ଠୁ

1 min
422


ମି ଠୁ ଶୁଣି କାହିଁକି ଛାନିଆଁ ଅନେକ ପୁରୁଷ ଶିରୋମଣି,

ମି ଠୁ ଛନକା ପଶି ତାଙ୍କ ମନେ ଭାଲୁ ଜ୍ଵରଟି ଧରିଲାଣି।

ମୁଣ୍ଡେ ହାତ ରଖି କହିବ କି ଥରେ ଆଟେମ୍ଟ ଆମ ଦ୍ବାରା କେବେ ହୋଇନି,

ତିରିଶ ଚାଳିଶ ପ୍ରତିଶତ ପୁରୁଷ ବୋଧେ ଏଥିରେ ପାଶ କରିବେନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍