STORYMIRROR

ସୁରେନ୍ଦ୍ର ମିଶ୍ର

Others

3  

ସୁରେନ୍ଦ୍ର ମିଶ୍ର

Others

ମହାମାରୀ

ମହାମାରୀ

1 min
320

ଜୟ ଜୟ ଜଗନ୍ନାଥ

କେତେ ଯେ ଭକ୍ତ ତୋର ହେଲେଣି 

କୋରୋନାରେ ପୀଡିତ ।


କୋରୋନା ନାମକ ମହାମାରୀ

ସାରା ବିଶ୍ୱ ରେ ତାର ଆତଙ୍କ ଭାରୀ,

ଚାଇନା ଦେଶରୁ ଆସିଛି ପଳାଇ

ତୋର ସମସ୍ତ ଭକ୍ତଙ୍କୁ ନେଇକି ଯିବା ପାଇଁ ।


ମାଳିକା ବଚନ କି ହେବ ସତ 

ଧ୍ୱସଂ ହେବ କି ଏହି ବିଶାଳ ଜଗତ,

କୋରୋନା କରୁଛି ଗୋଟେ ପରେ ଗୋଟେ ଆକ୍ରମଣ

ସମସ୍ତ ବିଶ୍ୱବାସୀ ଏଠାରେ ହେଉଛନ୍ତି ସଂକ୍ରମଣ ।


ରୋକିବାକୁ ନାହିଁ କୌଣସି ଟୀକା

ଏଠାରେ ଗୋଟେ ପରେ ଗୋଟେ

ଜୀବନ ହଉଛି ପାଣି ଫୋଟକା

ସଚେତନତା କୁ କରିବା ବ୍ରହ୍ମା ଅସ୍ତ୍ର

କୋରୋନା କୁ କରିବା ଛାରଖାର

କୋରୋନା ବି ହେବ ଦୂର ।


ବଜାଇ ରଖିବା ସମସ୍ତେ ସାମାଜିକ ଦୂରତା

ବାରମ୍ବାର ହାତ ଧୋଇବା ଭୁଲିବାନି ଏହି କଥା

ବହୁତ ଭିଡ ପାଖରୁ ହେବା ଦୁରେଇ

କାଶିବା ବେଳେ ସମସ୍ତେ ମୁହଁ ରେ 

ଦେବା ରୁମାଲ ଘୋଡାଇ ।


ମୁହଁ ରେ ମାସ୍କ ପିନ୍ଧିବା ବାହାର କୁ ଗଲେ

ଘରକୁ ଆସିଲେ ଯତ୍ନରେ ଖୋଲିବା

ଧୀରେ ଧୀରେ ସମସ୍ତ ଙ୍କୁ ଛୁଇଁବା ମନା

ଏହି ପ୍ରକାର ଆଉ ସମସ୍ତ ନିୟମ ମାନିଲେ 

କୋରୋନା ପଳାଇବାର ଅଛି ବହୁତ ସମ୍ଭାବନା

କୋରୋନା ହାରିବ ହାରିବ 

ଉଡିବ ଆମ ସଫଳ ବାନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍