STORYMIRROR

Goutam Mohanty

Others

3  

Goutam Mohanty

Others

ମହା ଚକ୍ର

ମହା ଚକ୍ର

1 min
283


ଉଦୟ ସୂର୍ଯ୍ୟରେ କୁଆଁକୁଆଁ ରଡି

ଅସ୍ତସୂର୍ଯ୍ୟକୁ ମାରେ ଶେଷ ନିଶ୍ୱାସ..।


ମାତ୍ର ଚାଖଣ୍ଡେ ପେଟ ପାଇଁ ନାଟ

ଅଢେଇ ହାତ ଜମି ମାତ୍ର ଖୋଜେ

ଜୁଇରେ ଜଳି ନିଃଶେଷ ପର୍ଯ୍ୟନ୍ତ

ଆନ ଯାହା ଖୋଜିଛି ମୁଁ ସବୁ ମିଛ..।


ଜୀବନ ଖେଳର ଶେଷରେ ଆମେ

ଗାଉଥିବୁ ଚିରସତ୍ୟ ଗୋଟିଏ ପଦ

କାନ ଡେରି ଶୁଣ ନିଶ୍ଚୟ ଶୁଭୁଥିବ

ରାମ ନାମ ସତ୍ୟ ହରି ନାମ ସତ୍ୟ

ରାମ ନାମ ସତ୍ୟ ହରି ନାମ ସତ୍ୟ...।


Rate this content
Log in