STORYMIRROR

Santosh Pattnayak

Others

3  

Santosh Pattnayak

Others

ମଧୁବାବୁ ସ୍ମରଣୀକା

ମଧୁବାବୁ ସ୍ମରଣୀକା

1 min
267



କୋଟି ପ୍ରାଣବିନ୍ଦୁ ଓଡିଆର ଇନ୍ଦୁ 

   ଉତ୍କଳ ଗୌରବ ସେଇ 

ଅଦ୍ବିତୀୟ କୀର୍ତ୍ତି ରଖିଛି ସାଇତି 

   ସ୍ବାଭିମାନୀ ବୀର ହୋଇ


    ଶ୍ରଦ୍ଧାଞ୍ଜଳି ଘେନି ଆସ ଭାତୃ ଭଗ୍ନୀ 

       ସ୍ବାଭିମାନ ଜାଗୁ ହୃଦେ 

    ଭାଷାର ସୁରକ୍ଷା ଆମରି ହାତରେ 

        ଆଗାମୀ ପୀଢିର ହିତେ....


       ସ୍ଥିତି ଓ ସଂସ୍କୃତି ଐତିହ୍ୟ କୀରତି

          ମନେଗୁଣୀ ବାରମ୍ବାର

       ପରଭାଷା ମୋହେ ମାତୃଭାଷା ଆମ 

            କରନାହିଁ ହତାଦର....

 

     【ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ 】


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍