STORYMIRROR

Reeta aparajeeta Mohanty

Others

4  

Reeta aparajeeta Mohanty

Others

ମାଟି ମାର ତ୍ୟାଗର ରଙ୍ଗ -ରୀତା

ମାଟି ମାର ତ୍ୟାଗର ରଙ୍ଗ -ରୀତା

1 min
348

ଯେତେଯାହା ହେଲେ ତା ସରି

କେହି ହେଇନି କି ହେଇପାରିବେନି

ସିଏ ମୋର କିଏ ?କଣ ସିଏ ମଗେ ଦେଇଛି

ଏସବୁ ପ୍ରଶ୍ନ ପଚାରିବାର କିଛି ମାନେ ନାହିଁ

ତା ଦେହ ରେ ପାଦ ଥାପି କଟଯାଏ ପୁରା ଜୀବନ ।

ମୋର ଛୋଟ ବଡ଼ ଭୁଲ ପାଇଁ,

ସେ ମତେ କେବେ ବି ଫୋପlଡି ଦେଇନି

ସେଇ ମାଟି ମା କୁ ଚାଷ କରି କରି

ମୁଁ କୃଷକ ପାଲଟିଛି

ମା ଖାଲି ନେଇ ଚାଲିଛୁ ।

ସେ ମଧ୍ୟ ଖାଲି ଦେଇ ଚାଲିଛି

ମା ର ମନ ନେଇ ସବୁ ସହିଯାଇଛି

ଆମେ ଏଇ ଦୁନିଆ ଛାଡି ଚାଲିଗଲା ସେ

ତା ଦେହର ଚାଦର ଢାଙ୍କିଦେଉଛି ।

ମା ପରି ମା ସିଏ

ସିଏ ମୋ ମାଟି ମା

ତା ସହିବା ଶକ୍ତିର ତୁଳନା ନହିଁ

ତା ତ୍ୟାଗର କିଛି କଳନା ନହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍