ମାଆର ପାଦ
ମାଆର ପାଦ
1 min
139
ତୁ ମୋତେ ଭଲପାଉ?
କ'ଣ ବିଶ୍ୱାସ ହେଉନି?
କେତେ ? ଶରଧାବାଲି ପରି
ତା' ଠୁ କ'ଣ କିଛି ଅଧିକ ନାହିଁ
ସମୁଦ୍ର?
ମାତ୍ର ! ଆଉ ବଡ ନାହିଁ
ମାଆର ପାଦତା'ଠୁ ଦୁନିଆରେ ଆଉ କିଛି ବଡ ନାହିଁ
ବାସ୍(ନିମ୍ନକଣ୍ଠରେ) ; ତୋ ପାଦର ଟିକେ ରେଣୁ ପାଇବା ପାଇଁ ସେହି ମାଆର ପାଦକୁ ମୋ ପାଦରେ ଆଡେଇ ଦେଇଛି!
