STORYMIRROR

Sukanti Hotta

Others

2  

Sukanti Hotta

Others

ମାଆ

ମାଆ

1 min
977


ତୁ ଏକ ପଥରର ଟିକି ମୂରତି


ଜାଣି ନାହିଁ ମୁଁ ମାଆ ତୋ ଆଳତୀ


ଢ଼ାଳୁଅଛି ଲୁହ ଖାଲି ବସି ଦିନରାତି


ସହିବାକୁ ଦିଅ ମାଆ ମୋତେ ଶକତି


ଅଳିକରେ ମୁଁ ତୋରପାଶେ ଖାଲି


ଏତେ ବଡ଼ ଦୁନିଆରେ କେହିନାହିଁ ବୋଲି


କରିବୁନି ପର ମୋତେ କରୁଅଛି ଅଳି


ସବୁଦୁଃଖ ତୋର ଯୋଗୁ ଗଲି ମୁଁ ଭୂଲି


ସବୁ ହୋଇଗଲେ ମାଆ ମୋ ପାଇଁ ପର


କରିବୁନି କେବେହେଲେ ମୋତେ ହତାଦର


କରିଦେ ମାଆ ମୋତେ ତୋହର ନିଜର l


ସୁକାନ୍ତି ହୋତା

ତାଳଚେର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍