STORYMIRROR

Sunanda Mohanty

Others

3  

Sunanda Mohanty

Others

ମାଆ ଓ ଶାଶୁ

ମାଆ ଓ ଶାଶୁ

1 min
191

ମାଆ ଓ ଶାଶୁଙ୍କୁ ନଭାବି ଅଲଗା

ଦେଇଛି ଯିଏ ସମ୍ମାନ କରିଛି ସୁବିଧା

ଦୁଇ ମାଆଙ୍କୁ କରିଛି ନିଜର

ଭାବି ମାଆ ଓ ଶାଶୁ ମୋ ଆପଣାର

ଦୁନିଆଁରେ ସେହି ଦୁହିତା

ଦୁଇ କୂଳକୁ ଜିତା ଅପରାଜିତା

ଦୁଇ ମାଆଙ୍କର କରି ସେବା ଶୁଶ୍ରୁଷା

ହୋଇନାହିଁ କେବେ ଲୋକହସା

ମାଆ ସେ ଦୁହେଁ ପୁଅ ଝିଅର

ନଭାବନ୍ତି କେବେ ଆପଣା ପର

ସେହି ଏକା ବିଜୟିନୀ

ସବୁ ଆଶୀର୍ବାଦ ପାଇ ହୋଇଥାଏ ସୁହାଗିନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍