STORYMIRROR

Sunanda Mohanty

Others

3  

Sunanda Mohanty

Others

ମାଆ ଓ ପୁଅ

ମାଆ ଓ ପୁଅ

1 min
187

କେମିତି ସହିଲ ମାତା କୁନ୍ତୀ 

ପୁତ୍ର କର୍ଣ୍ଣଙ୍କ ବିଚ୍ଛେଦ ପରିସ୍ଥିତି 

ଜୀବନ ସାରା ମାଆ ପୁଅ ଅତି 

ଦୁଃଖ ଲାଞ୍ଛନା ସମ୍ପ୍ରତି ନହେଲା ଇତି 

ପରିଣାମ ଭଲ ଅବା ମନ୍ଦ ଯିଏ ନଭବନ୍ତି 

ସବୁକିଛି ହୋଇଯାଏ ବୁଢ଼ୀଆଣି ଜାଲ ସମ୍ପ୍ରତି 

ଦାନ କରି କୋଉ ପୂଣ୍ୟ ଦେଲା ସାହସ ଶକତି 

ମାତା ପୁତ୍ର ବିଚ୍ଛେଦର ହେଲାନାହିଁ ଅବସାଦ ଇତି 

କେମିତି ପାରିଲ ସହି ହେ ମାତା କୁନ୍ତୀ 

ସୁତ ପୁତ୍ର ରା଼ଧେୟ ପୁତ୍ର ଶୁଣି କର୍ଣ୍ଣ ଯେବେ ସଢୁଥାନ୍ତି 

ଦାନବୀର ହୋଇ କି ଛଳନା ଶୀକାର ସାଜନ୍ତି 

ପଂଚୁପାଣ୍ଡଵ ସହ ଆଉ ଜଣେ ଗଲା କେଣେ ମା ନିଶ୍ଚେ ଭାବୁଥାନ୍ତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍