STORYMIRROR

Santosh Pattnayak

Others

3  

Santosh Pattnayak

Others

ମା ଓ ଶାଶୁ

ମା ଓ ଶାଶୁ

1 min
137

ମାଆ ଥିଲା ଦିନେ ବୋହୂ ବେଶ ସାଜି 

   ଆଜି ସେ ହୋଇଛି ଶାଶୁ 

ଶାଶୁ ହେଲାପରେ ଘରେ ଓ ବାହାରେ  

    ବୋହୂର ବଢିଛି ଇସୁ 

   ପାନ ଖିଲ ଖୋସୁ ଖୋସୁ 

ଗାଉଚି ବୋହୂର ନିିତ୍ୟକର୍ମ ମାନ 

    ମାଇପ ବୋଲିଆ ବିିଶୁ

ଝିଅଟି ତାହାର ଭାରି ପାରିବାର 

    ଜୋଇଁକୁ କରିିିଚି ଖାସୁ 

ଶାଶୁ ହେଲାପରେ ନବ ପ୍ରତିଶୋଧ 

   ଏକଥା ମନେ ନବସୁ

    ସୁୁୁଖ ସମୃୃୃୃଦ୍ଧିଟା ଆସୁ 

ମାଆ ଆଉ ଶାଶୁ ଉଭୟ ଅନ୍ତର 

    ସେନେହରେ ସଦା ଭାସୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍