Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Others

5.0  

Ranjan Kumar Brahma

Others

ଲୁହର ପରିଣାମ

ଲୁହର ପରିଣାମ

1 min
139



ତୁମେ କେବଳ

ମୋର ନୁହଁ ,

ମୁଗ୍ଧ ବେଳର

ମୂର୍ଚ୍ଚନାର

ଅସହାୟର

ସୌମ୍ୟ ସୁନ୍ଦର ସାଥୀ ।।


ହାରିଯାଇ ବେଦ କହେ

ଜନନୀ ଜନ୍ମ ଭୂମିଶ୍ଚ

ସ୍ଵର୍ଗାଦପି ଗରୀୟସୀ ।।


ତୁମ କୋଳ

ମୋର ପ୍ରାକ୍ତନ ।

ତୁମ ପଣତ

ମୋର ବସନ ।

ତୁମ ସ୍ନେହ

ମୋର ଆନନ୍ଦ ।

ତୁମ ଆଶୀଷ

ମୋର କବଚ ।

ତୁମ ଖୁସୀ

ମୋର ପ୍ରଗତି ।

ତୁମ ଦି ଟୋପା ଲୁହ

ମୋର ଦୁର୍ଗତି ।।



Rate this content
Log in