Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Kumar Behera

Others

2.5  

Akshay Kumar Behera

Others

ଲାଗିବନି ପାପ ଦାଗ

ଲାଗିବନି ପାପ ଦାଗ

1 min
227



ସବୁ ରଙ୍ଗ ଦିନେ ଫିକା ପଡିଯାଇ

ଅଦିନରେ ଲିଭିଯିବ,

ଭକ୍ତି ଭାବ ରଙ୍ଗ ଲାଗିଗଲେ ଥରେ

ଚିର ଦିନ ଝଟକିବ ।


ଏ କଳିକାଳ ରେ ଉଦ୍ଧାର ନିମନ୍ତେ

ରାମ କୃଷ୍ଣ ନାମ ଭଜ,

ନାମ ବିନୁ ଆନ ପୁଣ୍ୟ ନାହିଁ କିଛି

କଥା ଟିକୁ ଥରେ ହେଜ ।


ନାମ ରସ ପାନେ ସୁଖ ଝରୁଥିବ

ପରମ ଆନନ୍ଦ ସେହି,

ଦୁଃଖ ତୋ ଜୀବନୁ ଯିବ ବଗୁ ଦୂର

ପାଖକୁ ଛୁଇଁବ ନାହିଁ ।


ନାମ ସଂକିର୍ତ୍ତନେ ନିଜକୁ ହଜାଇ

ବୋଳି ହେଲେ ତାର ରଙ୍ଗ,

ମନ ଓ ପ୍ରାଣକୁ ଶାନ୍ତି ମିଳିଯିବ

ଲାଗିବନି ପାପ ଦାଗ ।



Rate this content
Log in