STORYMIRROR

Arati Sahoo

Others

3  

Arati Sahoo

Others

ଲାବଣ୍ୟା

ଲାବଣ୍ୟା

1 min
337

କବିର କଲମ କବିର କବିତା

ସବୁ ଫିକା ଫିକା ଲାଗେ ।

ଚନ୍ଦ୍ରବଦନୀ ତୋ ଲାବଣ୍ୟ ପ୍ରଭାବେ

ଅ-କବିତା ହୃଦେ ଜାଗେ ।


କୃତ୍ରିମତା ନାହିଁ ରୂପରେ ତୋହର

ଆବିଳତା ନାହିଁ ମନେ ।

ଭ୍ରମରେ ଭ୍ରମଇ ଦ୍ଵନ୍ଦରେ ଚିନ୍ତଇ

ଭେଳିକି ଅଛି ନୟନେ ?



विषय का मूल्यांकन करें
लॉग इन