Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

କ୍ଷୁଧା

କ୍ଷୁଧା

1 min
246


ବହୁତ ହିଁ ନିଆରା ଭାବ ଏହି କ୍ଷୁଧା,

ଏହି ସମୟରେ କୌଣସି ଖାଦ୍ୟ ଲାଗେ ସୁଧା |୧|


ଭୋକ ଯୋଗୁଁ ପ୍ରାଣୀ କରେ କାମ,

ଭୋକ ମେଣ୍ଟିଲେ ହିଁ ମିଳେ ପ୍ରାଣୀ କୁ ଆରାମ |୨|


ଭୋକ କରାଏ ବିଭିନ୍ନ ଖାଦ୍ୟର ରସପାନ,

ପ୍ରକୃତିର ଏହା ଏକ ଅଦ୍ଭୁତ ଅପୂର୍ବ ଅବଦାନ |୩|


ନିରନ୍ତର ଭୋକିଲା ରହିବ ଶରୀର ହେତୁ ହାନିକାରକ,

ଗରିବ ଲୋକର ଭୋକ ଯେ ବୁଦ୍ଧି ପାଇଁ କ୍ଷତିକାରକ |୪|


ସୁଦାମା ଦେଇଥିଲେ ଶ୍ରୀକୃଷ୍ଣଙ୍କୁ ଖାଇବାକୁ ଚୁଡ଼ାଘଷା,

କହ୍ନେଇଙ୍କୁ ଆଭାସ ହେଲା ଯେ ମେଣ୍ଟିଲା ତାଙ୍କର ଭୋକ ତୃଷା |୫|


Rate this content
Log in