କଷ୍ଟ କରୋନା ରେ
କଷ୍ଟ କରୋନା ରେ
1 min
141
କରୋନା ରେ କିଏ କେତେ ହଜିଗଲେ ନେତା
ସାଧାରଣ ଲୋକ ପୁଣି ଯୋଦ୍ଧା ଙ୍କ ନାହିଁ ପତା
ପୋଲିସ ସେବାକାରୀ କେତେ ଯେ ହୀନସ୍ତା
ଚଳଚିତ୍ର ଜଗତ ର ନାମୀ ଦାମୀ କଳାକାର
କୃଷକ ସୈନିକ ଡାକ୍ତର ଓକିଲ, ପଡେ ହାହାକାର
ମାଟିମନସ୍କ ହୋଇ ଶ୍ରମିକ ଆମର କିବା ଦେବା ପଟାନ୍ତର
ବିଭୀଷିକା କାରୋନାର, ଦେଇଗଲା ଯେତେ ଦୁଃଖ
ପୁଣି ଅଣ୍ଟା ସଳଖିବାକୁ ସମୟ କିବା ଦେବ ସୁଖ
ଅରାଜକତା ବ୍ୟାପିବା ପାଇଁ ତୁମେ ଦାୟୀ କି କଳାମୁଖ
ଫେରାଇ ଦିଅ ସୃଷ୍ଟିକୁ ତୁମର ଆର୍ଶୀବାଦ ନହୁଅ ବିମୁଖ l
