STORYMIRROR

Bela Bhumi

Others

3  

Bela Bhumi

Others

ଵକ୍ରତୁଣ୍ଡ ରଖମୁଣ୍ଡ

ଵକ୍ରତୁଣ୍ଡ ରଖମୁଣ୍ଡ

1 min
313


ଵକ୍ରତୁଣ୍ଡ ରଖମୁଣ୍ଡ ହେଲିଣି ମୁଁ ଲଣ୍ଡଭଣ୍ଡ

ନାଲିପାନ ଛାପିଦେଇ ଆଜି ଏ ତୁମୁଳ କାଣ୍ଡ, 

କେଉଁ ଏକ ଅନାମିକା କହିଛି ସେ ବୁଲାଷଣ୍ଢ 

ଆଉ ଯେତେ ଫ୍ୟାନ୍ ତାର ଲେଖିଛନ୍ତି ଅପଗଣ୍ଡ,

ମୁଖପୁସ୍ତିକାର ଦୁଃଖ ବାରେ ହରି ମୋର ଚାଣ୍ଡେ

ତନ୍ବୀ ଅନାମିକା ସହ

ଶୁଣ୍ଢେ ଟେକି ଦଣ୍ଡ ଦିଅ ଭଣ୍ଡ ଅକାଳ କୁଷ୍ମାଣ୍ଡେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍